କମ୍ ମୂଲ୍ୟରେ ଏଠାରେ ସୁନ୍ଦର ଖାଇବା ମିଳେ । ସକାଳେ ଜଳଖିଆ ଓ ଦ୍ୱିପ୍ରହର ବେଳେ ଭାତ ଓ ପଖାଳ ରୋଷେଇ ହୁଏ। ବହୁତ କମ୍ ତେଲ ଓ ମସଲା ବ୍ୟବହାର କରାଯାଏ , ତେଣୁ ଟିକେ ଘର ରୋଷେଇ ଭଳି ଲାଗେ... ମୋଟାମୋଟି ଭାବେ କହିବାକୁ ଗଲେ ଟିକିଏ ସାଧା ବାଗିଆ ଖାଇବା ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏଠିକାର ଖାଇବା ନିହାତି ଭଲ ଲାଗିବ।good and testy food at lower price...both breakfast and lunch available.... during lunch special pakhal (water rice) is also prepared.... the food is not so oily or spicy so who are interested for that kind of food must like the preparation of this restaurant...