Looking so nice
Good temple
*ପତରେ ପତରେ ପିଉଷ*ଓଡିଆ ଭାଇ ମୋ ମନ ଦେଇ ଶୁଣକହିବି କେତୋଟି କଥାମୋର କଥାକୁ ଯଦି ସାଦରେ ମାନିବହଟିବ ଶରୀର ବ୍ୟଥା।ବାଡିପଟେ ଅଛି ତୁଳସୀ ପତରଖାଇବ ଚାରୋଟି ଚୋବାଇପାଖ ମାଡିବନି କଫ କି ପିତ୍ତସର୍ଦ୍ଦି କେବେ ହେବ ନାହିଁ ।ବେଲ ପତ୍ରଟିଏ ସକାଳୁ ଖାଆନ୍ତୁତୁଟିବ ପେଟର ବ୍ୟଥାଗ୍ୟାଷ୍ଟ୍ରିକ୍ ଭଳି ପ୍ରବଳ ରୋଗହଜାଇବ ତାର ପତ୍ତା।ନାବାଳକ ଠାରୁ ସାବାଳକ ଯାଏଁସଭିଙ୍କୁ ହେଉଛି ରକ୍ତଚାପପିଜୁଳି ପତ୍ର ସିଝାଇ ପିଅନ୍ତୁନିକଟରେ ଅଛି ଅମାପ।ନିଦ ହେଉନାହିଁ ଚିନ୍ତାରେ ଅଛନ୍ତିଯଦି ଖାଉଥାନ୍ତି ନିଦ ବଟିକାମୋର ସରଳ ସୂଚନା ପାଳିଲେ ନିତ୍ୟନିଶ୍ଚେ ହେବ ତୁମେ ତାଟକା।ପାଚିଲା କଦଳୀ ଚୋପାକୁ କାଟିଣସିଝାଇ ରଖିବ ଛାଣିରାତ୍ର ଭୋଜନର ଆଦ୍ୟାନ୍ତେ ପିଇଲେନିଦରେ ଖୋଜିବ ରାଣୀ।କରଞ୍ଜ ପତ୍ର ସିଝା ଭୋକିଲା ପିଅନ୍ତୁଯକୃତକୁ ମିଳିବ ବଳକାମଳ ରୋଗ ତ ଆସିବ ନାହିଁଜୀବିତ ରହିବ ଦୀର୍ଘ କାଳ।ନିଶା ପାନ ଯଦି କରୁଛନ୍ତି କେହିପିଅନ୍ତୁ ଦୁବ ଘାସର ରସସର୍ବ ସାଧାରଣ କିନ୍ତୁ ଅବୁଝା ହୋଇକରନ୍ତି ତାକୁ ପରିହାସ।କାଉଁରିଆ ଶାଗ ପତ୍ରକୁ ନେଇଆଚାର କି ଆମ୍ବିଳ କରଏକୋଇଶି ଦିନରେ ସବୁ ନାରୀଙ୍କରଋତୁ ଦୋଷ ହେବ ଦୂର।ଭାରତବର୍ଷ ଆଜି ପବିତ୍ର ହୋଇଛିନିମ୍ବ ଗଛ ପତ୍ର ପାଇଁତାହା ଠାରୁ ବଳି ମହୌଷଧି ଆଉଅନ୍ୟ ଦେଶେ ମିଳେ ନାହିଁ ।ପକୃତି କୋଳରେ ରହିଛି ଏଭଳିଅନେକ ପିଉଷ ପତ୍ରସମୟ ପାଇଲେ ଲେଖି ଜଣାଇବିସୁସ୍ଥ ରହିବା ସର୍ବତ୍ର ।